ରାଜଧାନୀରେ ରେକର୍ଡ ଭାଙ୍ଗିଲା କରୋନା : ଦୁଇ ଦିନରେ ୧୦୨ ଆକ୍ରାନ୍ତ, ଆଜି ସର୍ବାଧିକ ୬୪

ଭୁବନେଶ୍ବର : ରାଜଧାନୀରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ୬୪ଜଣ ଆକ୍ରାନ୍ତ ବାହାରିବା ଗୋଟିଏ ଦିନରେ ସର୍ବାଧିକ। ଆଜିର ୬୪ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୪ରେ ପହଞ୍ଚିଛି। ଦୁଇ ଦିନରେ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଭୟ ଖେଳି ଯାଇଛି। କରୋନା ଏବେ ବେକାବୁ ହୋଇଯାଇଥିବା କୁହାଯାଉଛି।ଆଜି ସୁଦ୍ଧା ରାଜଧାନୀରେ ୩୬୮ଜଣ କରୋନା … Continue reading ରାଜଧାନୀରେ ରେକର୍ଡ ଭାଙ୍ଗିଲା କରୋନା : ଦୁଇ ଦିନରେ ୧୦୨ ଆକ୍ରାନ୍ତ, ଆଜି ସର୍ବାଧିକ ୬୪